ବାଲେଶ୍ୱର ଗୋପାଳଗାଁରେ ବ୍ରାଉନସୁଗାର କାରବାର ନେଇ ପୋଲିସର ବଡ଼ ଚଢ଼ାଉ। ୧୦ କେଜି ୨୩୩ ଗ୍ରାମ ବ୍ରାଉନସୁଗାର ସହ ୪ ଲକ୍ଷ ୬୨ ହଜାର ୭୯୦ ଟଙ୍କା ଜବତ। ୨ ଜଣ ଗିରଫ।