ନର୍ଲା: ସାମାଜିକ ସୁରକ୍ଷା ଯୋଜନା: ଭତ୍ତା ନେଇ ମୁହଁ ଖୋଲିଲେ ଗୋଲାମୁଣ୍ଡା ସମିତି ଅଧ୍ୟକ୍ଷ
ସାମାଜିକ ସୁରକ୍ଷା ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଗୋଲାମୁଣ୍ଡା ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ। ଭତ୍ତା ପାଇବାକୁ ଅପେକ୍ଷା କରିଥିବା ହିତାଧିକାରୀଙ୍କ ପାଇଁ ଏହି ଅପଡେଟ ଜରୁରୀ।