Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Uttarpradesh

ଦେବଗଡ: ଭୂକାବେଡା ଗ୍ରାମରୁ ବେଆଇନ ଦେଶୀ ମଦ ପାଉଚ ଜବତ, ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ

ଦେବଗଡ ଥାନା ଭୂକାବେଡା ଗ୍ରାମରୁ ବୁଧବାର ଜଣେ ଅଭିଯୁକ୍ତଙ୍କ ଠାରୁ ବେଆଇନ ଦେଶୀ ମଦ ପାଉଚ ଜବତ ହୋଇଛି । ବୁଧବାର ରାତି ୧୦ ଟାରେ ଥାନା ଅଧିକାରୀଙ୍କ ଠାରୁ ଏନେଇ ସୂଚନା ମିଳିଛି । ଭୂକାବେଡା ଗ୍ରାମର ଉଦୟନାଥ ସାହୁ ବେଆଇନ ଦେଶୀ ମଦ ପାଉଚ ବିକ୍ରି କରୁଥିବା ସୂଚନା ପାଇ ଦେବଗଡ ଥାନା ପୋଲିସ ଚଢଉ କରିଥିଲା । ଚଢଉ ବେଳେ ତାଙ୍କ ଠାରୁ ୨୫ ଗୋଟି ବେଆଇନ ଦେଶୀ ମଦ ପାଉଚ ଜବତ ହୋଇଥିଲା । ଏନେଇ ସେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ଉକ୍ତ ଦେଶୀ ମଦ ପାଉଚ ଜବତ କରିବା ସହିତ ଉଦୟନାଥଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି ।

MORE NEWS