Public App Logo
Profile Picture

Deogarh Update

@deogarhupdate
110652Followers
3Following
ଦେବଗଡ: ରିଆମାଳରେ ଦୁର୍ଘଟଣାଗ୍ରସ୍ତ ବାଇକରୁ ଗଞ୍ଜେଇ ଜବତ ଘଟଣା, ଅଭିଯୁକ୍ତକୁ କୋର୍ଟଚାଲାଣ କଲା ପୋଲିସ
ଦେବଗଡ: ଖଇରପାଲି ଫାଣ୍ଡି ଅଂଚଳରେ ଅପହରଣ ଗୁଜବ, ସିଆରିମାଳିଆ ଠାରେ କାର୍ ଅଟକାଇ ପୋଲିସର ତଦନ୍ତ
ଦେବଗଡ: ଧିରମୁଣ୍ଡା ଛତ୍ରିପିଟା ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାଶ ଜବତ
ଦେବଗଡ: ନାବାଳିକା ଗର୍ଭବତୀ ହେବା ଘଟଣା, ରଙ୍ଗମାଟିଆ ଗ୍ରାମର ଯୁବକ ଗିରଫ
ଦେବଗଡ: ମରଡଙ୍ଗ ଗାଁର ଦୋକାନରୁ ଚୋରି ଏବଂ ଜାଲ୍ ନୋଟ ବ୍ୟବହାର ମାମଲାରେ ୨ ଜଣ ଯୁବକ ଗିରଫ
ଦେବଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ଅଧିନରେ ଶପଥ ପାଠ
ଦେବଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାସିକ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ
ଦେବଗଡ: ଜିଲ୍ଲାର ବିଭିନ୍ନ ଗ୍ରାମପଂଚାୟତକୁ ବିଧାୟକ ପାଣ୍ଠିରୁ ପ୍ରଦାନ କରାଯାଇଥିବା ପାଣି ଟ୍ୟାଙ୍କର ଉଦଘାଟନ କଲେ ବିଧାୟକ
ଦେବଗଡ: ପାଳକୁଦର ବିଟ୍ ବନରକ୍ଷୀଙ୍କ କାର୍ଯ୍ୟାଳୟ ଓ ବାସଭବନ ଉଦଘାଟିତ
ଦେବଗଡ: ବାରକୋଟ ଥାନା ଅଂଚଳରୁ ନିଖୋଜ ଥିବା ଜଣେ ନାବାଳିକା ଏବଂ ଜଣେ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ
ଦେବଗଡ: ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ଟଙ୍କା ଉଦ୍ଧାର କରିବାରେ ଦେବଗଡ ସାଇବର ଥାନା ପୋଲିସର ସଫଳତା
ଦେବଗଡ: ପ୍ରସିଦ୍ଧ ଦେବଗଡ଼ ଗଣେଶ ମେଳାର ପଞ୍ଚମ ଦିବସ, ମନି ଗିଲଙ୍କ ଗୀତରେ ଝୁମିଲେ ଦର୍ଶକ
ଦେବଗଡ: ରିଆମାଳରେ ପ୍ରେମିକାଙ୍କ ଘରେ ପ୍ରେମିକଙ୍କୁ ହତ୍ୟା ଘଟଣାରେ ଦେବଗଡ ଏସ୍‌ପି କିଶୋର ଚନ୍ଦ୍ର ମୁଣ୍ଡଙ୍କ ପ୍ରତିକ୍ରିୟା
ଦେବଗଡ: ରିଆମାଳରେ ପ୍ରେମିକାଙ୍କ ଘରେ ପ୍ରେମିକଙ୍କୁ ହତ୍ୟା ଘଟଣା, ପ୍ରେମିକାଙ୍କ ବାପାକୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ
ଦେବଗଡ: ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମନ୍ୱୟ ବୈଠକ
ଦେବଗଡ: ମରଡଙ୍ଗ ଗ୍ରାମରୁ ଜାଲ ନୋଟ ଜବତ, ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ
ଦେବଗଡ: ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ; ଦେବଗଡ ଜିଲ୍ଲାର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସମ୍ବର୍ଦ୍ଧନା
ଦେବଗଡ: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ପାରିବାରିକ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର
ଦେବଗଡ: ଚତୁର୍ଥ ଦିନରେ ପ୍ରସିଦ୍ଧ ଦେବଗଡ ଗଣେଶ ମେଳା, ମଂଟୁ ଛୁରିଆଙ୍କ ଗୀତରେ ଝୁମିଲେ ହଜାର ହଜାର ଦର୍ଶକ
ଦେବଗଡ: ରିଆମାଳରେ ପ୍ରେମିକାଙ୍କ ଘରେ ପ୍ରେମିକଙ୍କୁ ହତ୍ୟା ଘଟଣାରେ ପ୍ରତିକ୍ରିୟା ଦେଲେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ମୃତକଙ୍କ ପରିବାର
ଦେବଗଡ: ମୋହିନୀପୁର ଛକରୁ ବେଆଇନ ଛେଳି ବୋଝେଇ ପିକଅପ ଭ୍ୟାନ ଜବତ, ୩ ଜଣ ଗିରଫ
ଦେବଗଡ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଏକ ମାସ ବ୍ୟାପି ଚାଲିବ ସେବା ସଙ୍କଳ୍ପ ଅଭିଯାନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସମିଟରେ ସୂଚନା
ଦେବଗଡ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ ସେବା ସଙ୍କଳ୍ପ ଅଭିଯାନ ଅଧିନରେ ଦେବଗଡ କନକ ଦୁର୍ଗା ମନ୍ଦିରରେ ଆଶିର୍ବାଦ ଦୀପ ପ୍ରଜ୍ଜ୍ୱଳନ
ଦେବଗଡ: ଜିଲ୍ଲାରେ ବଜ୍ରପାତ ସମ୍ଭାବନା ନେଇ ଆସନ୍ତା ୨୪ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି
ଦେବଗଡ: ରିଆମାଳ ବ୍ଳକ ସଦର ମହକୁମାରେ ହତ୍ୟାକାଣ୍ଡ, ପ୍ରେମିକାଙ୍କ ଘରେ ପଶିଥିବା ବେଳେ ପ୍ରେମିକଙ୍କୁ ହତ୍ୟା