Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
बीजेपी
Uttar_pradesh
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Telangana
northernrailway
23
कुछ सफर कभी पुराने नहीं होते…वह सीटी की आवाज़…आज भी !!
189.3k views |
Odisha, India
| May 9, 2026
Fairy Queen सिर्फ एक लोको इंजन नहीं, बल्कि भारतीय रेलवे की गौरवशाली विरासत है। #LocoOfNR #HeritageOfNR
MORE NEWS
ମନମୁଣ୍ଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୨ଟି ଦେଶୀ ପିସ୍ତଲ ଓ ୨ଟି ବାଇକ୍ ସହ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗିରଫ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ୨ଟି ବେଆଇନ ଦେଶୀ ପିସ୍ତଲ ଏବଂ ୨ଟି ବାଇକ୍ ସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି। ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ ଏହି ବେଆଇନ ମାରଣାସ୍ତ୍ର କାରବାର ପଛରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ #BoudhPolice #ManamundaPS #CrimeUpdate #OdishaPolice #Seizure #guncontrolparadise
Baudh Sadar, Boudh (Bauda) | Jun 29, 2026
ସମଗ୍ର ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହରଭଙ୍ଗା ବ୍ଲକ ସ୍ଥିତ ଠିଡିକାଜୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ଗଜାନନ ବେଶ (ହାତୀ ବେଶ) ବେଶ୍ ଧୂମଧାମରେ ଅନୁଷ୍ଠିତ ହୋଇଛି। #SnanaPurnima #DevasnanaPurnima #BoudhNews #Thidikajore #JagannathCulture #GajananaBesha #OdishaFestivals #RathaYatra2026
Baudh Sadar, Boudh (Bauda) | Jun 29, 2026
ଦେବସ୍ନାନ ପୁର୍ଣ୍ଣମୀ ଅବସରରେ ବୌଦ୍ଧ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ଗଜାନନ ବେଶ ରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂରତୀ #BaudhDiaries #SnanaYatra2026 #GajananBesha #JagannathPurani #OdishaFestivals #BaudhNews #JayJagannath
Baudh Sadar, Boudh (Bauda) | Jun 29, 2026
ବାସୁଦେବପାଳି ରାସ୍ତା କଡରେ ଭୟଙ୍କର ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ପ୍ରାୟ ୧୦୦ ଫୁଟ୍ ଦୂରକୁ ଉଡ଼ିଯାଇ ଓଲଟିଲା ଅର୍ଟିଗା କାର୍, ୨ ଗୁରୁତର ଆଜି ଅପରାହ୍ନ ପ୍ରାୟ ୫.୩୦ ସମୟରେ ୫୭ ନ ଜାତୀୟ ରାଜପଥ ମନମୁଣ୍ଡା ବାସୁଦେବପାଳି ମାଉଳି ମନ୍ଦିର ଓ ଜଗନ୍ନାଥ ମନ୍ଦିର ମଝି ବୁଲାଣି ରାସ୍ତାରେ ଏକ ଦୁର୍ଘଟଣା ଘଟିଯାଇଛି। ଏକ ଅର୍ଟିଗା କାର୍ (ନମ୍ବର: OD-03-AC-1338) ଦ୍ରୁତ ଗତିରେ ଆସି ବୁଲାଣିରେ ଭାରସାମ୍ୟ ହରାଇ ବସିଥିଲା। ଗାଡ଼ିଟି ରାସ୍ତା ଉପରୁ ପ୍ରାୟ ୧୦୦ ଫୁଟ୍ ଉଡ଼ିଯାଇ ଜଗନ୍ନାଥ ମନ୍ଦିର ପଛପଟେ ଓଲଟି ପଡ଼ିଛି। 🔹 ଦୁର୍ଘଟଣା ସମୟରେ ଗାଡ଼ିରେ ଦୁଇ ଜଣ ଯାତ୍ରୀ ଥିଲେ। 🔹 ଉଭୟଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। 🔹 ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ତୁରନ୍ତ PCR ଗାଡ଼ି ଯୋଗେ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି। #RoadAccident #Manamunda #AccidentAlert #Boudh #OdishaNews #drivesafe
Baudh Sadar, Boudh (Bauda) | Jun 29, 2026
ବୌଦ୍ଧ ଜିଲ୍ଲାପାଳଙ୍କ ବ୍ୟାପକ କ୍ଷେତ୍ର ପରିଦର୍ଶନ: ମଣ୍ଡି, ପଞ୍ଚାୟତ, ବିଦ୍ୟାଳୟ ଓ ରାସ୍ତା କାର୍ଯ୍ୟର ସମୀକ୍ଷା ବୌଦ୍ଧ, ୨୯ ଜୁନ୍: ବୌଦ୍ଧ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଆଜି ଏକ ବଡ଼ ପଦକ୍ଷେପ ଦେଖିବାକୁ ମିଳିଛି। ବରଗୋଛା ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ପରେ, ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ କଣ୍ଟାମାଳ ବ୍ଲକର ବିଭିନ୍ନ ସରକାରୀ ପ୍ରକଳ୍ପ ଓ ଅନୁଷ୍ଠାନର କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। #Boudh #BoudhDistrict #DistrictCollector #FieldVisit #Kantamal #DevelopmentWorks #PublicGrievance #OdishaNews #ArgusNews #ArgusNews
Baudh Sadar, Boudh (Bauda) | Jun 29, 2026