କଟକ ପୌରାଞ୍ଚଳ: ଅମଙ୍ଗେଇ କୁଦରେ କାର୍ତ୍ତିକ ପୂର୍ଣ୍ଣିମା ଓ ବିଶ୍ୱଶାନ୍ତି ମହାଯଜ୍ଞ, ପ୍ରଶାସନ ପକ୍ଷରୁ ସମୀକ୍ଷା
କଟକ କନ୍ଦରପୁର ନିକଟସ୍ଥ ମହାନଦୀର ଅମଙ୍ଗେଇ କୁଦରେ ଆୟୋଜିତ ହେବାକୁ ଥିବା କାର୍ତ୍ତିକ ପୂର୍ଣ୍ଣିମା ଓ ବିଶ୍ୱଶାନ୍ତି ମହାଯଜ୍ଞର ପ୍ରସ୍ତୁତି ନେଇ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ଅଧିକାରୀମାନେ ସମୀକ୍ଷା କରିଛନ୍ତି।