ଫେବୃଆରୀ ୭ ତାରିଖ ଅପରାହ୍ନ ପ୍ରାୟ ୧ଟା ସମୟରେ ରାଉରକେଲା ଓଡିଶା ମେଡିକାଲ କର୍ମଚାରୀ ସଂଘ ଓ ହିନ୍ଦ ମଜଦୁର ସଭା ଆୟୋଜନରେ ସାମ୍ବାଦିକ ସମ୍ମିଳନୀରେ ଓଡିଶା ମେଡିକାଲ କର୍ମଚାରୀ ସଂଘର ଉପସଭାପତି ବାବୁଲା କୁମାର ଦାସଙ୍କ ସଭାପତିତ୍ବ ଓ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ସମ୍ପାଦକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସଂଯୋଜନାରେ ରାଉରକେଲା ସରକାରୀ ହସ୍ପିଟାଲରୁ ୫୦ ବର୍ଷୀୟରୁ ଊର୍ଧ୍ୱ ୧୫ଜଣ କର୍ମଚାରୀଙ୍କୁ ବିନା କାରଣରେ ବହିଷ୍କାର କରାଯାଇଥିବା ବିଷୟରେ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ବକ୍ତବ୍ୟରେ କହିଲେ ଶ୍ରମ ନିୟମକୁ ଉଲ୍ଲଙ୍ଘନ କରି ରାଉରକେଲା ସରକାରୀ ହସ୍ପ