ଗରାବନ୍ଧା: ଦଶହରା ଛୁଟିରେ ଗଜପତିର ଗଣ୍ଡାହାତୀ ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ଼
ଦଶହରା ଛୁଟିରେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକସ୍ଥିତ ଗଣ୍ଡାହାତୀ ଜଳପ୍ରପାତ ଏବେ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଛି। ସୁନ୍ଦର ପ୍ରାକୃତିକ ପରିବେଶ ଓ ସୁବିଧା ପାଇଁ ପର୍ଯ୍ୟଟକମାନେ ଏଠାକୁ ଛୁଟି କାଟିବାକୁ ଆସୁଛନ୍ତି।