ଭୁବନେଶ୍ୱର: ଉତ୍କଳ ଗ୍ୟାଲେରୀୟାରେ ଧୁମ୍ଧାମ୍ରେ ପାଳିତ ହେଲା ଦାଣ୍ଡିଆ ଉତ୍ସବ
Bhubaneswar, Khordha | Oct 18, 2026
ଉତ୍କଳ ଗ୍ୟାଲେରୀୟାରେ ଆୟୋଜିତ ହୋଇଯାଇଛି ସାଂସ୍କୃତିକ ଦାଣ୍ଡିଆ ଉତ୍ସବ। ପାରମ୍ପରିକ ନୃତ୍ୟ, ସଙ୍ଗୀତ ଓ ଆଲୋକସଜ୍ଜାରେ ଝଲସି ଉଠିଥିଲା ପରିବେଶ। ସାମିଲ ହୋଇଥିଲେ ବହୁ ଉତ୍ସାହୀ ଦର୍ଶକ।