Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur

ଆନନ୍ଦପୁର: ଚୋରଗଡ଼ିଆ ଛକରେ ବସ୍  ପଛରେ ଧକ୍କା ବାଇକ ଅରୋହି ଦେଇ ଶିକ୍ଷକ ଗୁରୁତର

Anandapur, Kendujhar | Nov 2, 2025
ଆନନ୍ଦପୁର - ଭଦ୍ରକ ୫୩ ନଂ ରାଜ୍ୟ ରାଜପଥ‌ର ଚୋରଗାଡ଼ିଆ ଛକରେ ଜଣେ ବାଇକ୍ ଆରୋହୀ ଶିକ୍ଷକ ବସ୍ ପଛକୁ ଧକ୍କା ଦେଇ ଗୁରୁତର ହୋଇଛନ୍ତି।  ଆଜି ଦିନ ଦୁଇଟା ସମୟରେ ଭଦ୍ରକରୁ କେନ୍ଦୁଝର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଟି ଚୋରଗଡ଼ିଆ ଛକ‌ରେ‌ ଠିଆ ହୋଇଥିବା ବେଳେ ଜଣେ ବାଇକ ଅରୋହି ଶିକ୍ଷକ ବସକୁ ପଛପଟୁ ଧକ୍କା ଦେଇଥିଲା । ଶିକ୍ଷକ ଜଣକ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଡାକ୍ତର ଖାନା ପଠାଇଛନ୍ତି।

MORE NEWS

#କେନ୍ଦୁଝର_ଜିଲ୍ଲା_ଘସିପୁରା_ବ୍ଳକ_ଅନ୍ତର୍ଗତ_କଇଁସିଆରି ଗ୍ରାମର #ଗୌଡିଓ ମଠ ପରିସରରେ #ପ୍ରଭୁ_ଜଗନ୍ନାଥ ଓ #ହନୁମାନଙ୍କ ନୂତନ ଭବ୍ୟ #ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
#jagannathtemple #Hanuman_temple #Kainsiari #gadabandhogoda  #ghasipura #kendujhar #Odisha #kendujharhalchal

#କେନ୍ଦୁଝର_ଜିଲ୍ଲା_ଘସିପୁରା_ବ୍ଳକ_ଅନ୍ତର୍ଗତ_କଇଁସିଆରି ଗ୍ରାମର #ଗୌଡିଓ ମଠ ପରିସରରେ #ପ୍ରଭୁ_ଜଗନ୍ନାଥ ଓ #ହନୁମାନଙ୍କ ନୂତନ ଭବ୍ୟ #ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। #jagannathtemple #Hanuman_temple #Kainsiari #gadabandhogoda #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 26, 2026

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ବରିପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ।
#BikasaraDharaOdishaSara  #CMOOdisha #BJPOdisha
#baripal #ghasipura #kendujhar #Odisha #kendujharhalchal

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ବରିପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ। #BikasaraDharaOdishaSara #CMOOdisha #BJPOdisha #baripal #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 25, 2026

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ।
#BikasaraDharaOdishaSara  #CMOOdisha #BJPOdisha
#Ramachandrapur #ghasipura #kendujhar #Odisha
#kendujharhalchal

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ। #BikasaraDharaOdishaSara #CMOOdisha #BJPOdisha #Ramachandrapur #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 25, 2026