Public App Logo
Jansamasya
News
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Ahmedabad
Pmmodi
Rahulgandhi

ବଲାଙ୍ଗୀର: ମହିଳା ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Balangir, Balangir | Nov 3, 2025
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ସାଇବର ପୋଲିସ ତରଫରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ଭାବରେ ସାଇବର ଜଗତ ବ୍ୟବହାର କରିବା ବିଷୟରେ ସଚେତନତା କରା ଯାଇ ଥିଲା ପୋଲିସ ଅଧିକାରୀମାନେ ସାଇବର ଠକେଇ, ଅନଲାଇନ ଅପରାଧ ଓ ସୋସିଆଲ ମିଡିଆ ବ୍ୟବହାର ସମୟରେ ସାବଧାନତା ବିଷୟରେ ଆଲୋଚନା କରି ଥିଲେ ସମସ୍ତଙ୍କୁ ନିଜ ନିଜ ପରିବାର ଓ ସମାଜରେ ସଚେତନତା ବଢାଇବା ପାଇଁ ଆହ୍ୱାନ ଦିଆଯାଇ ଥିଲା ବୋଲି ପୋଲିସ ଆଜି ରାତି ୯ଟା ୨୨ମିନିଟ ସମୟ ରେ ସୂଚନା ଦେଇଛି

MORE NEWS