ହଣ୍ଟିଙ୍ଗ ପଏଣ୍ଟ ବା ଶିକାରୀ ପଏଣ୍ଟ ବଲାଙ୍ଗିର
ବଲାଙ୍ଗିର ସହର ଠାରୁ ପ୍ରାୟ ପଥର ଚେପା ଗାଁ ମଧ୍ୟ ଦେଇ 5 କିଲୋମିଟର ଗଲେ ବଇଦି ପାଲି ନିକଟସ୍ଥ ତାଲ ଝରନ୍ଏ ବା ଖରସେଲ୍ ଜଙ୍ଗଲରେ ଏହି ହଣ୍ଟିଙ୍ଗ ପଏଣ୍ଟ ଅବସ୍ଥିତ।
ଏହି ଠାରେ ଏକ ଗଭିର କୂଆ ଅଛି ଯାହାର ପାଣି ଗ୍ରୀଷ୍ମ ଋତୁରେ ମଧ୍ୟ ଶୁଖେ ନାହିଁ। ଜଙ୍ଗଲ ଜୀବ ଜନ୍ତୁ ଏହି କୂଅର ପାଣି ପିଇଥାନ୍ତି। 1920 ମସିହାରେ ମହାରାଜ ପୃଥୀରାଜ ସିଂହଦେଓ ନିର୍ମାଣ କରିଥିଲେ।
ପ୍ରଶାନ୍ତ ମହାକୁର, ସଦସ୍ୟ, ଐତିହ ସୁରକ୍ଷା କମିଟି, ବଲାଙ୍ଗିର ସେଚନା ଦେଇଛନ୍ତି।
Balangir, Balangir | Jun 20, 2026