ନର୍ଲା: ନର୍ଲା ବ୍ଲକରେ ଅନୁଷ୍ଠିତ ହେଲା ବାଳ ବୈଜ୍ଞାନିକ ପ୍ରଦର୍ଶନୀ, ପ୍ରଦର୍ଶିତ ହେଲା 88ଟି ପ୍ରକଳ୍ପ
ନର୍ଲା ବ୍ଲକ ସରିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ବ୍ଲକ୍ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଓ ଶକ୍ତି ସଂରକ୍ଷଣ ମେଳା ଅନୁଷ୍ଠିତ। ଛାତ୍ରଛାତ୍ରୀଙ୍କ ଦ୍ୱାରା 88ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହେବା ସହ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।