କଣ୍ଟାବାଞ୍ଜି: ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ପୋଲିସ ମାହାନିର୍ଦ୍ଦେଶ ଙ୍କୁ ଦାବୀପତ୍ର ପ୍ରଦାନ
କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଲକ୍ଷେଘର ଗଣ୍ଡା ସମାଜ ର ସଭାପତି ଗୋବିନ୍ଦ ତାଣ୍ଡି ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳ କଣ୍ଟାବାଞ୍ଜି ଏସଡିପିଓ ଙ୍କ କାର୍ଯ୍ୟାଳୟ କୁ ଯାଇ ଏସଡିପିଓ ଙ୍କ ଜରିଆରେ ଓଡ଼ିଶା ପୋଲିସ ମାହାନିର୍ଦ୍ଦେଶ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।