କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଉପକାରାଗାର ଜେଲ୍ର ସନ୍ତୋଷିନୀ ଦାଶଙ୍କୁ ସସ୍ପେଣ୍ଡ କଲେ ଜେଲ୍ ଡିଜ
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଉପକାରାଗାର ଜେଲ୍ର ସନ୍ତୋଷିନୀ ଦାଶଙ୍କୁ ସସ୍ପେଣ୍ଡ କଲେ ଜେଲ୍ ଡିଜି। ଚୌଦ୍ୱାର ଜେଳ ରୁ କଣ୍ଟାବାଞ୍ଜି କୁ ବଦଳି ପରେ ମଧ୍ୟ କାର୍ଯ୍ୟରେ ଯୋଗ ନ ଦେଇ ଅବହେଳା ପାଇଁ ତାଙ୍କ ଉପରେ ନିଆଯାଇଛି ଆକ୍ସନ।