ରାୟଗଡା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୁଣୁପୁରର ଯୁବ ବିଜେପି ନେତା ଅବିନାଶ ଗମାଙ୍ଗ
ଗୁଣୁପୁର ସହରର ଯୁବ ବିଜେପି ନେତା ଶ୍ରୀ ଅବିନାଶ ଗମାଙ୍ଗ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଅବିନାଶ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।