Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ବୌଦ୍ଧ ସଦର: ସାନବାବଡା ଜଙ୍ଗଲରେ ବେଆନ ଭାବରେ ୨୪ଏକରରେ ଚାଷ ହୋଇଥିବା ଗଞ୍ଜେଇକୁ ମିଳିତ ଭାବରେ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

ଆଜି ସନ୍ଧ୍ୟା ୭.୩୦ସମୟରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ବୌଦ୍ଧ ଅବକାରୀ ପୋଲିସ,ବୌଦ୍ଧ ଥାନା ପୋଲିସ, ଜଙ୍ଗଲବିଭାଗ ଓ ମାଜିଷ୍ଟେଙ୍କ ଉପସ୍ଥିତିରେ ସକାଳ ପାଖାପଖି ୧୦ଘଣ୍ଟା ସମୟରେ, ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାନବାବଡା ଜଙ୍ଗଲରେ ବେଆନ ଗଞ୍ଜେଇ ଚାଷ ହୋଇଥିବା ନେଇ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଇନସ୍ପେକଟର ସୁଧୀର କୁମାର ମିଶ୍ରଙ୍କ ନେତୃତ୍ୱରେ ଚଢ଼ାଉ କରିଥିଲେ l ଏହି ଚଢ଼ାଉରେ ଜଙ୍ଗଲରେ୨୪ଏକରରେ ଚାଷ ହୋଇଥିବା ୨୮୮୦୦ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି l

MORE NEWS