Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews
Karnataka
image
image

ବୃକ୍ଷରୋପଣ ହିଁ ଜୀବନ ଜୀବିକାର ଆଧାର ​ବୌଦ୍ଧ ପୋଲିସ ପକ୍ଷରୁ ମାନ୍ୟବର ଆରକ୍ଷୀ ଅଧିକ୍ଷକଙ୍କ ମାର୍ଗଦର୍ଶନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ​ଆସନ୍ତୁ, ଆମେ ସମସ୍ତେ ମିଶି ବୃକ୍ଷରୋପଣ କରିବା, ପ୍ରକୃତିର ସୁରକ୍ଷା କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଓ ସୁନ୍ଦର ପରିବେଶ ଗଢ଼ି ତୋଳିବା। ​#BoudhPolice #PlantTreesSaveEarth #GreenEnvironment #OdishaPolice #SaveNature #GreenBoudh

MORE NEWS

ଆଜିର ବିଷୟରେ -ସୁଦାମା ପୂର୍ବ ଜନ୍ମ ନାମ କଣ ଥିଲା l ଯଦି ଭଲ ଲାଗିଲା କମେଣ୍ଟ କରନ୍ତୁ l
#tending #viralpost #newpost #odia #quotes #quiz

ଆଜିର ବିଷୟରେ -ସୁଦାମା ପୂର୍ବ ଜନ୍ମ ନାମ କଣ ଥିଲା l ଯଦି ଭଲ ଲାଗିଲା କମେଣ୍ଟ କରନ୍ତୁ l #tending #viralpost #newpost #odia #quotes #quiz

Baudh Sadar, Boudh (Bauda) | Jul 19, 2026

ଆମ ପୋଲିସ ସମିତ ବୈଠକ ଓ ସଚେତନତା କାର୍ଯ୍ୟକ୍ରମ 
​ହରଭଙ୍ଗା ଥାନା ଅନ୍ତର୍ଗତ ଶଙ୍ଖୁଲେଇ ଗ୍ରାମପଞ୍ଚାୟତଠାରେ ଏକ 'ଆମ ପୋଲିସ ସମିତ' ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
​
✅ ନିଶା ମୁକ୍ତ ବୌଦ୍ଧ ଅଭିଯାନ
✅ ଟ୍ରାଫିକ ନିୟମ ପାଳନ ଓ ସୁରକ୍ଷା
✅ ସାଇବର ସୁରକ୍ଷା (Cyber Safety) ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।
​ଆସନ୍ତୁ, ସଚେତନ ହେବା ଓ ଏକ ସୁସ୍ଥ, ସୁରକ୍ଷିତ ସମାଜ ଗଠନରେ ସହଯୋଗ କରିବା। 
​#AmaPolice #CyberSafety #NashaMuktaBoudh #TrafficAwareness #HarabhangaPolice #Boudh #OdishaPolice

ଆମ ପୋଲିସ ସମିତ ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ​ହରଭଙ୍ଗା ଥାନା ଅନ୍ତର୍ଗତ ଶଙ୍ଖୁଲେଇ ଗ୍ରାମପଞ୍ଚାୟତଠାରେ ଏକ 'ଆମ ପୋଲିସ ସମିତ' ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ​ ✅ ନିଶା ମୁକ୍ତ ବୌଦ୍ଧ ଅଭିଯାନ ✅ ଟ୍ରାଫିକ ନିୟମ ପାଳନ ଓ ସୁରକ୍ଷା ✅ ସାଇବର ସୁରକ୍ଷା (Cyber Safety) ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ​ଆସନ୍ତୁ, ସଚେତନ ହେବା ଓ ଏକ ସୁସ୍ଥ, ସୁରକ୍ଷିତ ସମାଜ ଗଠନରେ ସହଯୋଗ କରିବା। ​#AmaPolice #CyberSafety #NashaMuktaBoudh #TrafficAwareness #HarabhangaPolice #Boudh #OdishaPolice

Baudh Sadar, Boudh (Bauda) | Jul 18, 2026

ଭକ୍ତଙ୍କ ଭକ୍ତିରେ ବନ୍ଧା ମୋ କଳା ଠାକୁର #jaijagannath🙏🏼⭕️‼️⭕️💐 #Rathayatra2026 #puridham #jagannathadham🕉️puri🙏 #puriodisha❤️🛕🛕⭕‼️⭕

ଭକ୍ତଙ୍କ ଭକ୍ତିରେ ବନ୍ଧା ମୋ କଳା ଠାକୁର #jaijagannath🙏🏼⭕️‼️⭕️💐 #Rathayatra2026 #puridham #jagannathadham🕉️puri🙏 #puriodisha❤️🛕🛕⭕‼️⭕

Baudh Sadar, Boudh (Bauda) | Jul 18, 2026

ବୃକ୍ଷରୋପଣ ହିଁ ଜୀବନ ଜୀବିକାର ଆଧାର ​ବୌଦ୍ଧ ପୋଲିସ ପକ୍ଷରୁ ମାନ୍ୟବର ଆରକ୍ଷୀ ଅଧିକ୍ଷକଙ୍କ ମାର୍ଗଦର୍ଶନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ​ଆସନ୍ତୁ, ଆମେ ସମସ୍ତେ ମିଶି ବୃକ୍ଷରୋପଣ କରିବା, ପ୍ରକୃତିର ସୁରକ୍ଷା କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଓ ସୁନ୍ଦର ପରିବେଶ ଗଢ଼ି ତୋଳିବା। ​#BoudhPolice #PlantTreesSaveEarth #GreenEnvironment #OdishaPolice #SaveNature #GreenBoudh - Baudh Sadar News