କଳାହାଣ୍ଡି: ଭବାନୀପାଟଣା ଛତର ଯାତ୍ରା ଶୀଘ୍ର ସମ୍ପନ୍ନ, ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ
Kalahandi, Kalahandi | Oct 19, 2026
ଭବାନୀପାଟଣା ମାଁ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଅତି ଶୀଘ୍ର ସମ୍ପନ୍ନ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ।