ପୁରୀ: ପୁରୀରେ ଶ୍ରୀମଦ ଭାଗବତ କଥା: ଧନ ନୁହେଁ, ମାନବିକତା ହିଁ ମଣିଷର ପରିଚୟ
Puri, Puri | Nov 17, 2026
ପୁରୀ ବଳଭଦ୍ରୀ ଆଖଡ଼ା ମଠରେ ଆୟୋଜିତ ହୋଇଛି ଶ୍ରୀମଦ ଭାଗବତ ସପ୍ତାହ ପରାୟଣ । ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ ପ୍ରବଚନ ଦେଇ କହିଛନ୍ତି ଯେ, ଧନ ନୁହେଁ କର୍ମ ଓ ମାନବିକତା ହିଁ ମଣିଷର ପ୍ରକୃତ ପରିଚୟ । ସନ୍ତାନମାନଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେବା ଉପରେ ସେ ଗୁରୁତ୍ଵାରୋପ କରିଛନ୍ତି ।