Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ରେ ସାମ୍ବାଦିକ ଭବନ ଉଦ୍ଘାଟନ ରେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ନୂତନ ଜିଲ୍ଲାପାଳ ସୋମେଶ ଉଆପାଧ୍ୟାୟ

MORE NEWS

ବନ୍ୟା ଜଳ ବୋହିଗଲା କିନ୍ତୁ ଗ୍ରାମବାସୀଙ୍କ ଦୁଃଖ ରହିଗଲା ।
ସହାୟତା ପାଇଁ ପହଞ୍ଚିଲେ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା ।
#StqMedia #Bhadrak #BhadrakNews #Dhamnagar #Flood #FloodArea #DhamnagarNews #DhamnagarKhabar #suryabanshisuraj 
District Administration,Bhadrak CMO Odisha Suryabanshi Suraj

ବନ୍ୟା ଜଳ ବୋହିଗଲା କିନ୍ତୁ ଗ୍ରାମବାସୀଙ୍କ ଦୁଃଖ ରହିଗଲା । ସହାୟତା ପାଇଁ ପହଞ୍ଚିଲେ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା । #StqMedia #Bhadrak #BhadrakNews #Dhamnagar #Flood #FloodArea #DhamnagarNews #DhamnagarKhabar #suryabanshisuraj District Administration,Bhadrak CMO Odisha Suryabanshi Suraj

Bhadrak Rural, Bhadrak | Aug 1, 2026

🚨 ୧୦୦ରୁ ଅଧିକ ପରିବାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି! 💧

ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଥିବା ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ନୃସିଂହଡିହ ଗ୍ରାମବାସୀଙ୍କ ପାଇଁ ଆସିଲା ଖୁସିର ଖବର। ପାଣି ନିଷ୍କାସନ କାମ ଆରମ୍ଭ ହେବା ସହ ଦୀର୍ଘଦିନର ସମସ୍ୟାର ସମାଧାନ ଆଶା ଜାଗିଛି। ଗ୍ରାମବାସୀଙ୍କ ମୁହଁରେ ଫେରିଛି ହସ। 😊

📹 ପୂରା ରିପୋର୍ଟ ଦେଖନ୍ତୁ କେବଳ RCN ODIA ରେ।

#RCNODIA #Baleswar #Basta #Nrusinghadih #OdishaNews #GroundReport #BreakingNews #Odisha #Development #WaterDrainage #ViralNews #TrendingNow #NewsUpdate #Balasore

🚨 ୧୦୦ରୁ ଅଧିକ ପରିବାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି! 💧 ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଥିବା ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ନୃସିଂହଡିହ ଗ୍ରାମବାସୀଙ୍କ ପାଇଁ ଆସିଲା ଖୁସିର ଖବର। ପାଣି ନିଷ୍କାସନ କାମ ଆରମ୍ଭ ହେବା ସହ ଦୀର୍ଘଦିନର ସମସ୍ୟାର ସମାଧାନ ଆଶା ଜାଗିଛି। ଗ୍ରାମବାସୀଙ୍କ ମୁହଁରେ ଫେରିଛି ହସ। 😊 📹 ପୂରା ରିପୋର୍ଟ ଦେଖନ୍ତୁ କେବଳ RCN ODIA ରେ। #RCNODIA #Baleswar #Basta #Nrusinghadih #OdishaNews #GroundReport #BreakingNews #Odisha #Development #WaterDrainage #ViralNews #TrendingNow #NewsUpdate #Balasore

Bhadrak Rural, Bhadrak | Aug 1, 2026

🚨 ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ ଧରଣର ହେରଫେର!
😡 ସର୍ଭେ ବେଳେ ମନ୍ତ୍ରୀଙ୍କ କଢ଼ା ଚେତାବନୀ...
🗣️ "କେଉଁଠିକୁ ଯିବ କୁହ... ଆଜି ଟ୍ରାନ୍ସଫର୍ କରିଦେବି!"
ଆବାସ ଯୋଜନାର ସର୍ଭେ ସମୟରେ ଅନିୟମିତତା ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କଲେ ମନ୍ତ୍ରୀ। ଘଟଣାସ୍ଥଳରେ ସିଧାସଳଖ କଢ଼ା ଚେତାବନୀ ଦେଇ କହିଲେ— "କେଉଁଠିକୁ ଯିବ କୁହ... ଆଜି ଟ୍ରାନ୍ସଫର୍ କରିଦେବି!"
👉 ଏଭଳି କଠୋର ପଦକ୍ଷେପ ନେବା ଉଚିତ ବୋଲି ଆପଣ ଭାବୁଛନ୍ତି କି?
ହଁ 👍 / ନା 👎 କମେଣ୍ଟରେ ନିଜ ମତ ଜଣାନ୍ତୁ ଏବଂ ପୋଷ୍ଟଟି ସେୟାର କରନ୍ତୁ।
#BreakingNews #PMAY #PradhanMantriAwasYojana #Odisha #Minister #ViralNews #RCNODIA #TheRegionalCitizenNews #Trending

🚨 ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ ଧରଣର ହେରଫେର! 😡 ସର୍ଭେ ବେଳେ ମନ୍ତ୍ରୀଙ୍କ କଢ଼ା ଚେତାବନୀ... 🗣️ "କେଉଁଠିକୁ ଯିବ କୁହ... ଆଜି ଟ୍ରାନ୍ସଫର୍ କରିଦେବି!" ଆବାସ ଯୋଜନାର ସର୍ଭେ ସମୟରେ ଅନିୟମିତତା ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କଲେ ମନ୍ତ୍ରୀ। ଘଟଣାସ୍ଥଳରେ ସିଧାସଳଖ କଢ଼ା ଚେତାବନୀ ଦେଇ କହିଲେ— "କେଉଁଠିକୁ ଯିବ କୁହ... ଆଜି ଟ୍ରାନ୍ସଫର୍ କରିଦେବି!" 👉 ଏଭଳି କଠୋର ପଦକ୍ଷେପ ନେବା ଉଚିତ ବୋଲି ଆପଣ ଭାବୁଛନ୍ତି କି? ହଁ 👍 / ନା 👎 କମେଣ୍ଟରେ ନିଜ ମତ ଜଣାନ୍ତୁ ଏବଂ ପୋଷ୍ଟଟି ସେୟାର କରନ୍ତୁ। #BreakingNews #PMAY #PradhanMantriAwasYojana #Odisha #Minister #ViralNews #RCNODIA #TheRegionalCitizenNews #Trending

Bhadrak Rural, Bhadrak | Aug 1, 2026

ଭଦ୍ରକ::#ମିଛ_କହିଲେ_ବିଡିଓ_ରାଜସ୍ୱ_ମନ୍ତ୍ରୀ_ଙ୍କୁ_ଜଣାଇଲେ_ଭଣ୍ଡାରିପୋଖରୀ_ବିଧାୟକ_ସଞ୍ଜୀବ_ମଲ୍ଲିକ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଭଣ୍ଡାରିପୋଖରୀ ନିର୍ଵାଚନମଣ୍ଡଳୀର ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟକ କ୍ଷତିଗ୍ରସ୍ତ ପରିବାର ଙ୍କୁ ନିଜେ ରିଲିଫ୍ ଯୋଗାଇଛନ୍ତି । ବିଡିଓ କିଛି ମହଜୁଦ୍ ନ ରଖି ସରକାର ଙ୍କୁ ଭୁଲ୍ ତଥ୍ୟ ଦେଇଥିବା କହିଛନ୍ତି 
#SSnews #Bhadraknews #MLA #SanjibMallick #Bhandaripokhari #Odisha #SureshPujari #BREAKING #flood #bjd #NaveenOdisha #NaveenPatnaik

ଭଦ୍ରକ::#ମିଛ_କହିଲେ_ବିଡିଓ_ରାଜସ୍ୱ_ମନ୍ତ୍ରୀ_ଙ୍କୁ_ଜଣାଇଲେ_ଭଣ୍ଡାରିପୋଖରୀ_ବିଧାୟକ_ସଞ୍ଜୀବ_ମଲ୍ଲିକ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଭଣ୍ଡାରିପୋଖରୀ ନିର୍ଵାଚନମଣ୍ଡଳୀର ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟକ କ୍ଷତିଗ୍ରସ୍ତ ପରିବାର ଙ୍କୁ ନିଜେ ରିଲିଫ୍ ଯୋଗାଇଛନ୍ତି । ବିଡିଓ କିଛି ମହଜୁଦ୍ ନ ରଖି ସରକାର ଙ୍କୁ ଭୁଲ୍ ତଥ୍ୟ ଦେଇଥିବା କହିଛନ୍ତି #SSnews #Bhadraknews #MLA #SanjibMallick #Bhandaripokhari #Odisha #SureshPujari #BREAKING #flood #bjd #NaveenOdisha #NaveenPatnaik

Bhadrak Rural, Bhadrak | Aug 1, 2026

ରୁଚିକା ସିଂହଙ୍କ ସାର୍ବଜନୀନ କ୍ଷମା ପ୍ରାର୍ଥନା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ କରିଥିବା ପୋଷ୍ଟ ପାଇଁ ସେ ଅନୁତାପ ପ୍ରକାଶ କରି ଏହାକୁ ନିଜର ପ୍ରଥମ ଓ ଶେଷ ଭୁଲ ବୋଲି କହିଛନ୍ତି।

ଆପଣଙ୍କ ମତ କ'ଣ? କ୍ଷମା ମାଗିବା ପରେ ବିଷୟଟି ଶେଷ ହେବା ଉଚିତ କି? କମେଣ୍ଟରେ ନିଜ ମତ ଜଣାନ୍ତୁ।

#RuchikaSingh #NarendraModi #BreakingNews #PoliticalNews #IndiaNews #Trending #ViralNews #RCNODIA

ରୁଚିକା ସିଂହଙ୍କ ସାର୍ବଜନୀନ କ୍ଷମା ପ୍ରାର୍ଥନା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ କରିଥିବା ପୋଷ୍ଟ ପାଇଁ ସେ ଅନୁତାପ ପ୍ରକାଶ କରି ଏହାକୁ ନିଜର ପ୍ରଥମ ଓ ଶେଷ ଭୁଲ ବୋଲି କହିଛନ୍ତି। ଆପଣଙ୍କ ମତ କ'ଣ? କ୍ଷମା ମାଗିବା ପରେ ବିଷୟଟି ଶେଷ ହେବା ଉଚିତ କି? କମେଣ୍ଟରେ ନିଜ ମତ ଜଣାନ୍ତୁ। #RuchikaSingh #NarendraModi #BreakingNews #PoliticalNews #IndiaNews #Trending #ViralNews #RCNODIA

Bhadrak Rural, Bhadrak | Aug 1, 2026