🚨 ୧୦୦ରୁ ଅଧିକ ପରିବାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି! 💧
ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଥିବା ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ନୃସିଂହଡିହ ଗ୍ରାମବାସୀଙ୍କ ପାଇଁ ଆସିଲା ଖୁସିର ଖବର। ପାଣି ନିଷ୍କାସନ କାମ ଆରମ୍ଭ ହେବା ସହ ଦୀର୍ଘଦିନର ସମସ୍ୟାର ସମାଧାନ ଆଶା ଜାଗିଛି। ଗ୍ରାମବାସୀଙ୍କ ମୁହଁରେ ଫେରିଛି ହସ। 😊
📹 ପୂରା ରିପୋର୍ଟ ଦେଖନ୍ତୁ କେବଳ RCN ODIA ରେ।
#RCNODIA #Baleswar #Basta #Nrusinghadih #OdishaNews #GroundReport #BreakingNews #Odisha #Development #WaterDrainage #ViralNews #TrendingNow #NewsUpdate #Balasore
Bhadrak Rural, Bhadrak | Aug 1, 2026