Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଭଦ୍ରକ::#ମିଛ_କହିଲେ_ବିଡିଓ_ରାଜସ୍ୱ_ମନ୍ତ୍ରୀ_ଙ୍କୁ_ଜଣାଇଲେ_ଭଣ୍ଡାରିପୋଖରୀ_ବିଧାୟକ_ସଞ୍ଜୀବ_ମଲ୍ଲିକ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଭଣ୍ଡାରିପୋଖରୀ ନିର୍ଵାଚନମଣ୍ଡଳୀର ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟକ କ୍ଷତିଗ୍ରସ୍ତ ପରିବାର ଙ୍କୁ ନିଜେ ରିଲିଫ୍ ଯୋଗାଇଛନ୍ତି । ବିଡିଓ କିଛି ମହଜୁଦ୍ ନ ରଖି ସରକାର ଙ୍କୁ ଭୁଲ୍ ତଥ୍ୟ ଦେଇଥିବା କହିଛନ୍ତି #SSnews #Bhadraknews #MLA #SanjibMallick #Bhandaripokhari #Odisha #SureshPujari #BREAKING #flood #bjd #NaveenOdisha #NaveenPatnaik

MORE NEWS

ରୁଚିକା ସିଂହଙ୍କ ସାର୍ବଜନୀନ କ୍ଷମା ପ୍ରାର୍ଥନା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ କରିଥିବା ପୋଷ୍ଟ ପାଇଁ ସେ ଅନୁତାପ ପ୍ରକାଶ କରି ଏହାକୁ ନିଜର ପ୍ରଥମ ଓ ଶେଷ ଭୁଲ ବୋଲି କହିଛନ୍ତି।

ଆପଣଙ୍କ ମତ କ'ଣ? କ୍ଷମା ମାଗିବା ପରେ ବିଷୟଟି ଶେଷ ହେବା ଉଚିତ କି? କମେଣ୍ଟରେ ନିଜ ମତ ଜଣାନ୍ତୁ।

#RuchikaSingh #NarendraModi #BreakingNews #PoliticalNews #IndiaNews #Trending #ViralNews #RCNODIA

ରୁଚିକା ସିଂହଙ୍କ ସାର୍ବଜନୀନ କ୍ଷମା ପ୍ରାର୍ଥନା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ କରିଥିବା ପୋଷ୍ଟ ପାଇଁ ସେ ଅନୁତାପ ପ୍ରକାଶ କରି ଏହାକୁ ନିଜର ପ୍ରଥମ ଓ ଶେଷ ଭୁଲ ବୋଲି କହିଛନ୍ତି। ଆପଣଙ୍କ ମତ କ'ଣ? କ୍ଷମା ମାଗିବା ପରେ ବିଷୟଟି ଶେଷ ହେବା ଉଚିତ କି? କମେଣ୍ଟରେ ନିଜ ମତ ଜଣାନ୍ତୁ। #RuchikaSingh #NarendraModi #BreakingNews #PoliticalNews #IndiaNews #Trending #ViralNews #RCNODIA

Bhadrak Rural, Bhadrak | Aug 1, 2026

ଭୁବନେଶ୍ୱର::#ରାଜଧାନୀରେ_Gen_Z_ଆନ୍ଦୋଳନ_ପାଠ୍ୟ_ପୁସ୍ତକ_ତ୍ରୁଟି ପାଇଁ #ଗଣଶିକ୍ଷା_ମନ୍ତ୍ରୀ_ନିତ୍ୟାନନ୍ଦ_ଗଣ୍ଡଙ୍କ_ଇସ୍ତଫା ଦାବିରେ ଏହି ଆନ୍ଦୋଳନରେ ହଜାର ହଜାର ସଂଖ୍ୟାରେ #Gen_Z ମାନେ ସାମିଲ ହୋଇ ଛନ୍ତି।
#SSnews #GenZ #JantarMantar #delhi  #Odisha #OdishaNews #Minister #Resignation #bjd #Congress #students #protest

ଭୁବନେଶ୍ୱର::#ରାଜଧାନୀରେ_Gen_Z_ଆନ୍ଦୋଳନ_ପାଠ୍ୟ_ପୁସ୍ତକ_ତ୍ରୁଟି ପାଇଁ #ଗଣଶିକ୍ଷା_ମନ୍ତ୍ରୀ_ନିତ୍ୟାନନ୍ଦ_ଗଣ୍ଡଙ୍କ_ଇସ୍ତଫା ଦାବିରେ ଏହି ଆନ୍ଦୋଳନରେ ହଜାର ହଜାର ସଂଖ୍ୟାରେ #Gen_Z ମାନେ ସାମିଲ ହୋଇ ଛନ୍ତି। #SSnews #GenZ #JantarMantar #delhi #Odisha #OdishaNews #Minister #Resignation #bjd #Congress #students #protest

Bhadrak Rural, Bhadrak | Aug 1, 2026

ଭଦ୍ରକ ::#ଭଦ୍ରକ_ଜିଲ୍ଲା_କଂଗ୍ରେସ_ସଭାପତି_ନଳିନୀକାନ୍ତ_ମହାନ୍ତି_ଜଳସମ୍ପଦ_ବିଭାଗର_କାର୍ଯ୍ୟଶୈଳୀକୁ_ନେଇ_ଗୁରୁତର #ଅଭିଯୋଗ_ଆଣିଛନ୍ତି। ସେ କହିଛନ୍ତି ଯେ ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ ସାଧାରଣ ପ୍ରଶାସନ ବିଭାଗର ନିୟମର ବ୍ୟତିକ୍ରମ କରି ନିଜ ଅଞ୍ଚଳରେ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବଡ଼ଭାଇଙ୍କୁ ବିଭିନ୍ନ କାମରେ ସୁବିଧା ଦେବା, ମିଥ୍ୟା ବିଲ୍ ମାଧ୍ୟମରେ ସରକାରୀ ଅର୍ଥ ହଡ଼ପ ଓ କେନାଲ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ।
#SSnews #Bhadraknews #Congress #allegations #CMOOdisha #waterrrsources #water #BREAKING

ଭଦ୍ରକ ::#ଭଦ୍ରକ_ଜିଲ୍ଲା_କଂଗ୍ରେସ_ସଭାପତି_ନଳିନୀକାନ୍ତ_ମହାନ୍ତି_ଜଳସମ୍ପଦ_ବିଭାଗର_କାର୍ଯ୍ୟଶୈଳୀକୁ_ନେଇ_ଗୁରୁତର #ଅଭିଯୋଗ_ଆଣିଛନ୍ତି। ସେ କହିଛନ୍ତି ଯେ ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ ସାଧାରଣ ପ୍ରଶାସନ ବିଭାଗର ନିୟମର ବ୍ୟତିକ୍ରମ କରି ନିଜ ଅଞ୍ଚଳରେ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବଡ଼ଭାଇଙ୍କୁ ବିଭିନ୍ନ କାମରେ ସୁବିଧା ଦେବା, ମିଥ୍ୟା ବିଲ୍ ମାଧ୍ୟମରେ ସରକାରୀ ଅର୍ଥ ହଡ଼ପ ଓ କେନାଲ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। #SSnews #Bhadraknews #Congress #allegations #CMOOdisha #waterrrsources #water #BREAKING

Bhadrak Rural, Bhadrak | Aug 1, 2026

ଭଦ୍ରକ::#ମିଛ_କହିଲେ_ବିଡିଓ_ରାଜସ୍ୱ_ମନ୍ତ୍ରୀ_ଙ୍କୁ_ଜଣାଇଲେ_ଭଣ୍ଡାରିପୋଖରୀ_ବିଧାୟକ_ସଞ୍ଜୀବ_ମଲ୍ଲିକ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଭଣ୍ଡାରିପୋଖରୀ ନିର୍ଵାଚନମଣ୍ଡଳୀର ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟକ କ୍ଷତିଗ୍ରସ୍ତ ପରିବାର ଙ୍କୁ ନିଜେ ରିଲିଫ୍ ଯୋଗାଇଛନ୍ତି । ବିଡିଓ କିଛି ମହଜୁଦ୍ ନ ରଖି ସରକାର ଙ୍କୁ ଭୁଲ୍ ତଥ୍ୟ ଦେଇଥିବା କହିଛନ୍ତି #SSnews #Bhadraknews #MLA #SanjibMallick #Bhandaripokhari #Odisha #SureshPujari #BREAKING #flood #bjd #NaveenOdisha #NaveenPatnaik - Bhadrak Rural News