ନୂଆପଡା: ନୂଆପଡ଼ା: ବାତ୍ୟା ଅର୍ଣ୍ଣବ ପାଇଁ 28 ଓ 29 ଅକ୍ଟୋବରରେ ସବୁ ସ୍କୁଲ ଓ କଲେଜ ବନ୍ଦ
ବାତ୍ୟା ଅର୍ଣ୍ଣବ ଓ ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ନୂଆପଡ଼ା ଜିଲ୍ଲାରେ ୨୮ ଓ ୨୯ ଅକ୍ଟୋବର ୨୦୨୬ରେ ସମସ୍ତ ସ୍କୁଲ, କଲେଜ, JNV, KV, EMRS ଓ OAV ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।