ବଂଶପାଳ: ବାଂଶପାଳରେ କୋଟି କୋଟି ଟଙ୍କାର ପୋଷାକ କେନ୍ଦ୍ରରେ ଝୁଲୁଛି ତାଲା
Banspal, Kendujhar | Oct 20, 2026
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଯାତ୍ରା ଗ୍ରାମରେ ନିର୍ମିତ ଗନ୍ଧମାର୍ଦ୍ଦନ ପୋଷାକ କେନ୍ଦ୍ର ବନ୍ଦ। ସ୍ଥାନୀୟ ଯୁବକ ଯୁବତୀ ଓ ମହିଳାଙ୍କୁ ରୋଜଗାର ଯୋଗାଇବା ପାଇଁ ହୋଇଥିଲା ନିର୍ମାଣ, ହେଲେ ଏବେ ତାଲା ଝୁଲୁଛି। କେନ୍ଦ୍ରଟିକୁ ଖୋଲିବା ପାଇଁ ଦାବି।