କାମାକ୍ଷାନଗର: ଢେ଼ଙ୍କାନାଳର ପ୍ରସିଦ୍ଧ ଶୈବପୀଠ ଜୀବନଖୋଲ: ପର୍ଯ୍ୟଟନ ସ୍ଥଳୀ ପାଇଁ ଦାବି
ଢେ଼ଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଶୈବପୀଠ ଜୀବନଖୋଲକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଦାବି ହୋଇଛି। ବାବା ଜୀବନେଶ୍ୱରଙ୍କ ଏହି ପୀଠର କିମ୍ବଦନ୍ତୀ ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଜାଣନ୍ତୁ ଏହି ଭିଡିଓରେ।