କଣ୍ଟାବାଞ୍ଜି: ପତ୍ରାପାଳି ଓ ମହୁଲପାଟିରେ ଗିରିଗୋବର୍ଦ୍ଧନ ପୂଜାରେ ଯୋଗଦେଲେ ବିଧାୟକ ଲକ୍ଷ୍ମଣ ବାଗ
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପତ୍ରାପାଳି ଓ ମହୁଲପାଟିରେ ଆୟୋଜିତ ଗିରିଗୋବର୍ଦ୍ଧନ ପୂଜାରେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନଧାରୀ ରୂପ ଦର୍ଶନ କରି ଅଞ୍ଚଳବାସୀଙ୍କ ସହ ଭାବ ବିନିମୟ କରିଛନ୍ତି।