#ଭିଜିଲାନ୍ସ_ଜାଲରେ_କୋଟିପତି_ପିଇଓ
ଭିଜିଲାନ୍ସ ଜାଲରେ କୋଟିପତି ପିଆଇଓ କର୍ତିକେଶ୍ୱର୍ ବେହେରା ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଳ ପଞ୍ଚାୟତର ପିଇଓ କାର୍ତ୍ତିକେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ,ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଚଢ଼ାଉ |
#pabitranewsodisha #visillance #PEO #baragarh #gaisilet #Breakingnews #visillancered
Kendujhar Town, Kendujhar | Sep 22, 2026