#ପୋଲିସ_ବାହିନୀ_ପକ୍ଷରୁ_ଶ୍ରମଦାନ_ଦିବସ_ପାଳନ
ରାଇରଙ୍ଗପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁରେଶ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଆନନ୍ଦ ଡୁଙ୍ଗଡୁଙ୍ଗଙ୍କ ତତ୍ତ୍ୱାବଧାନରେ ମହୁଲଡିହା ଥାନା ପକ୍ଷରୁ ସାତକୋଶିଆ ଆଶ୍ରମ ବିଦ୍ୟାଳୟ ଓ ଆଦର୍ଶ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଶ୍ରମଦାନ ଦିବସ ପାଳିତ ହୋଇଯାଇଛି।
#latastnewsupdate #mayurbhanjpolice #sramadandiwas #odishanews #pabitranewsodisha
Kendujhar Town, Kendujhar | Sep 21, 2026