ଫେବୃଆରୀ ୨୨ତାରିଖ ସନ୍ଧ୍ୟା ୬ଟା ୩୦ମିନିଟରୁ ସେକ୍ଟର ୧୯ଇସ୍ପାତ ସେଣ୍ଟ୍ରାଲ ମାର୍କେଟ କମିଟି ଓ ଆମ ପୋଲିସ ସମିତି କମିଟି ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଇସ୍ପାତ ମାର୍କେଟ ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ସେକ୍ଟର ୧୯ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ଅତିଥି ଭାବେ ଯୋଗ ଦେଇ, ଅପରାଧ କାହାକୁ କହିବା, ଯୌନ ନିର୍ଯ୍ୟାତନା, ଯୌତୁକ ଦେବା ଓ ନେବା ତଥା ଭାରତୀୟ ନାଗରିକ ସଂହିତା, ଭାରତୀୟ ଶାକ୍ଷ୍ୟ ଅଧିନିୟମ୍ଭ ଭଳି ବିଭିନ୍ନ ନିୟମ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ସହ ସଚେତନ କରାଇଥିଲେ, ଏହି କାର୍ଯ୍ୟକ୍ରମରେ ଆମ ପୋଲିସ ତରଫରୁ କୁଞ୍ଜବୁହାରମାର୍କେ