ସମ୍ବଲପୁର: ସମ୍ବଲପୁରରେ ନିୟମ ଭାଙ୍ଗି ଫୁଟିଲା ବାଣ, ୬୯୮ ଛୁଇଁଲା AQI
Sambalpur, Sambalpur | Nov 9, 2026
ସମ୍ବଲପୁରରେ ଦୀପାବଳି ବେଳେ ବାଣ ଫୁଟା ନିୟମର ଉଲ୍ଲଂଘନ। ରାତି ୯ଟା ପରେ ବି ଫୁଟିଲା ବାଣ, ବାୟୁ ପ୍ରଦୂଷଣ ସୂଚକାଙ୍କ ବା AQI ୬୯୮ ଛୁଇଁଥିବା ଅଭିଯୋଗ। ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଲା ପ୍ରଶ୍ନ।