ବଲାଙ୍ଗୀର ସାଇନ୍ସ ପାର୍କ ବ୍ରିଜ୍ ନିକଟରେ ଦୁର୍ଘଟଣା! ଡ୍ୟୁଟି ସାରି ଫେରୁଥିବା ହୋମ୍ଗାର୍ଡଙ୍କୁ ଧକ୍କାଦେଲା କାର୍, ନିଶାସକ୍ତ ଅବସ୍ଥାରେ କାର୍ ଚାଳନା ନେଇ ସମ୍ପର୍କୀୟଙ୍କ ଅଭିଯୋଗ। #BalangirNews #ବଲାଙ୍ଗୀର #RoadAccident #HomeGuard #ScienceParkRoad #OdiaNews #SankalpaSamachar