Public App Logo
ଜୟପୁର ଉପ ଜିଲ୍ଲାପାଳ ଅଫିସ ରେ ଧାରଣା ରେ ବସିଛନ୍ତି ବଡ଼ଜିଉନା ଗ୍ରାମବାସୀ,ବଡ଼ଜିଉନାରେ ହେଉ ଗୋଦାବରିଶ ବିଦ୍ୟାଳୟ ନିର୍ମାଣ,ଛାତ୍ରଛାତ୍ରୀଙ୍କ ଯାତାୟାତ ଓ ଶିକ୍ଷାର ସୁବିଧାକୁ ଦୃଷ୍ଟିରେ ରଖି ବଡ଼ଜିଉନା ଗାଁରେ ହିଁ ଗୋଦାବରିଶ ବିଦ୍ୟାଳୟ ନିର୍ମାଣ କରାଯାଉ ବୋଲି ଦାବି ହୋଇଛି। ଏନେଇ ଜିଲ୍ଲାପାଳ ହସ୍ତକ୍ଷେପ କରି ଶୀଘ୍ର ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। - Jeypore News