ଜେନାପୁର: ମା’ ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା: ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଯାଜପୁର ଏସ୍ପି
Jenapur, Jajpur | Oct 19, 2026 ଯାଜପୁର ମା’ ବିରଜା ମନ୍ଦିରରେ ମହାଷ୍ଟମୀ ପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଏସ୍ପି ଯଶପ୍ରତାପ ଶ୍ରୀମାଲ ପହଞ୍ଚି ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଭକ୍ତମାନଙ୍କୁ ନିର୍ଦ୍ଧାରିତ ରାସ୍ତାରେ ଯିବାକୁ ଅନୁରୋଧ।