ସୁକିନ୍ଦା: ମରଣଯନ୍ତା ପାଲଟିଛି ବରୀ-ବରୁହ୍ନା ରାସ୍ତା, ଖାଲଖମାରେ ଜୀବନ ବାଜି
Sukinda, Jajpur | Oct 20, 2026 ବରୀ-ବରୁହ୍ନା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ରାସ୍ତାରେ ଥିବା ବଡ଼ ବଡ଼ ଖାଲଖମା ଯୋଗୁଁ ଯାତାୟାତ ପାଇଁ ଲୋକେ ଭୟଭୀତ। ଦୁର୍ଘଟଣାର ଆଶଙ୍କା ଥିବାରୁ ତୁରନ୍ତ ରାସ୍ତା ମରାମତି ପାଇଁ ଦାବି ହେଉଛି।