ସୁକିନ୍ଦା: ବ୍ୟାସନଗର ପୌରପାଳିକା ରାସ୍ତା କାମରେ ୧୦ ଲକ୍ଷର ଦୁର୍ନୀତି ଅଭିଯୋଗ
Sukinda, Jajpur | Oct 20, 2026 ବ୍ୟାସନଗର ପୌରପାଳିକାର ୧୯ ନଂ ୱାର୍ଡରେ ରାସ୍ତା ନିର୍ମାଣରେ ଦୁର୍ନୀତି। ୧୦ ଲକ୍ଷ ଟଙ୍କାର କାମ ଏବଂ ୧ ଲକ୍ଷ ୭୦ ହଜାର ଲାଞ୍ଚ ମାଗିଥିବା ନେଇ ଅଡିଓ ଭାଇରାଲ। ଭିଜିଲାନ୍ସ ତଦନ୍ତ ଦାବି।