ସୁକିନ୍ଦା: ମହାନବମୀରେ ମହେଶ୍ୱରପୁର ପୂଜା ମଣ୍ଡପ ବୁଲିଲେ ପ୍ରଣବ ପ୍ରକାଶ ଦାସ
Sukinda, Jajpur | Oct 20, 2026 ଶାରଦୀୟ ଦୁର୍ଗାପୂଜାର ମହାନବମୀ ଅବସରରେ ଯାଜପୁର ବ୍ଲକ ମହେଶ୍ୱରପୁର ପଞ୍ଚାୟତର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ସେ ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବା ସହ ସମସ୍ତଙ୍କୁ ପୂଜାର ଶୁଭେଚ୍ଛା ଜଣାଇଛନ୍ତି।