ଭୁବନେଶ୍ୱର: ଭୁବନେଶ୍ୱରରେ ଜାରି ରହିଛି ସହର ସୌନ୍ଦର୍ଯ୍ୟକରଣ ଏବଂ ରକ୍ଷାଣାବେକ୍ଷଣ କାମ
Bhubaneswar, Khordha | Nov 10, 2026
ଭୁବନେଶ୍ୱର ସହରର ମିଡିଆନ୍ ଏବଂ ସୁନ୍ଦରୀକୃତ ଅଞ୍ଚଳଗୁଡ଼ିକର ରକ୍ଷାଣାବେକ୍ଷଣ କାମ ଚାଲିଛି। ସହରର ସାର୍ବଜନୀନ ସ୍ଥାନଗୁଡ଼ିକୁ ସୁସଂରକ୍ଷିତ ଏବଂ ଆକର୍ଷଣୀୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।