ପୁରୀ: ପୁରୀରେ ହବିଷ୍ୟାଳୀ ମାଆଙ୍କ ସମାରୋହ: ୩ କୋଟି ୩୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ
Puri, Puri | Nov 11, 2026
ପୁରୀରେ ଆୟୋଜିତ ରାଜ୍ୟସ୍ତରୀୟ ହବିଷ୍ୟାଳୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ୨୯ଟି ଜିଲ୍ଲାରୁ ଆସିଥିବା ୨୬୫୮ ଜଣ ମାଆ ଓ ମାଉସୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ମିଳୁଛି ମାଗଣା ବ୍ରତ ସରଞ୍ଜାମ ଓ ସୁବିଧା। ଏଥିପାଇଁ ଖର୍ଚ୍ଚ ହେଉଛି ୩ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା।