ସମ୍ବଲପୁର: ସମ୍ବଲପୁରରେ 15ଟି ବିଦ୍ୟାଳୟ ପାଇଁ GMAPV ପ୍ରକଳ୍ପର ଶିଳାନ୍ୟାସ
Sambalpur, Sambalpur | Nov 7, 2026
ସମ୍ବଲପୁର କୁଲୁଣ୍ଡିସ୍ଥିତ ବିଶ୍ୱ ସେବା ସ୍କୁଲରେ ୧୫ଟି ବିଦ୍ୟାଳୟ ପାଇଁ GMAPV ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଓ ଶିକ୍ଷାର ମାନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ।