Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh
No video available

ଏୟାରଫିଲଡ କପିଳ ପ୍ରସାଦ: ରାଜଧାନିରେ ଲୁଟ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ଗିରଫ ଆଉଜଣେ ଅଭିଯୁକ୍ତନେଇ ସୁନ୍ଦରପଦା ରାସ୍ତାରେ କ୍ରାଇମସିନ ରିକ୍ରିଏସନ କଲା ପୋଲିସ

ରାଜଧାନୀରେ ଲୁଟ୍ ପାଇଁ ମହିଳାଙ୍କୁ ହତ୍ୟା ଘଟଣାରେ ନଭେମ୍ୱର ୨୫ ତାରିଖରେ ଜଣେ ଅଭିଯୁକ୍ତକୁ ଝାଡଖଣ୍ଡରୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଆଜି 9.34ରେ ମୁଖ୍ୟ ଅଭିଯୁକ୍ତକୁ ବଡ଼ବିଲ ଅଞ୍ଚଳରୁ ଗିରଫ କରିଛି ଏୟାରଫିଲଡ଼ ଥାନା ପୋଲିସ । ଏହା ଶହ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରିଛି ଏୟାରଫିଲଡ଼ ଥାନା ପୋଲିସ | ସୂଚନା ମୁତାବକ, ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ କମିସନରେଟ ପୋଲିସ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲା। ଶେଷରେ ଆଜି ଫେରାର ଥିବା ମୋଷ୍ଟ ୱାଣ୍ଟେଡ କୁ ଧରିବାରେ ସଫଳ ହୋଇଛି ପୋଲିସ ।

MORE NEWS

#ଯାଜପୁରରେ_ପାଳିତ_ହେଲା_ଶେଷ_ରଜ
ଶେଷ ରଜ ପର୍ବ। ତିନି ଦିନର ଉତ୍ସବର ହୋଇଛି ଅନ୍ତିମ ପର୍ଯ୍ୟାୟ। ରଜ ଦୋଳି, ପିଠାପଣା ଓ ପାରମ୍ପରିକ ରୀତିନୀତିରେ ମୁଖରିତ ହୋଇଥିବା ଗାଁଠୁ ସହର ପର୍ଯ୍ୟନ୍ତ ପରିବେଶ। ଶେଷ ରଜରେ ମଧ୍ୟ ମହିଳା ଓ ଯୁବତୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ପହିଲି ରଜରୁ ଆରମ୍ଭ ହୋଇଥିବା ଉତ୍ସବ ଆଜି ଶେଷ ହୋଇଚି। ନୂଆ ପୋଷାକ ପିନ୍ଧି, ସଜବାଜ ହୋଇ ରଜ ଦୋଳିର ମଜା ନେଇଛନ୍ତି କୁଆଁରୀ ଝିଅମାନେ। ଘରେ ଘରେ ଚାଲିଥିଲା ପାରମ୍ପରିକ ପିଠାପଣାର ଆସର। ରଜ ଗୀତର ତାଳେ ଗାଁର ପରିବେଶ ହୋଇଛି ଉତ୍ସବମୁଖର । ଯାଜପୁର ବ୍ଲକ ଖଇରାବାଦ ଗ୍ରାମରେ ଶେଷ ରଜ ଅତି ଧୁମ୍ ଧାମରେ ପାଳନ କରାଯାଇଛି। ଗ୍ରାମର କୁଆଁରୀ ଝିଅମାନେ ରଜ ଦୋଳି ର ମଜା ନେଉଥିବା ଦେଖିବାକୁ ମିଳିଥିଲା ଅନ୍ତିମ ରଜ ପର୍ବ ପାଇଁ ସବୁଠି ଉତ୍ସବର ମାହୋଲ ଖେଳି ଯାଇଛି।
#lntvnetwork #JajpurNews #jajpurkhabar #Aeiodisha

#ଯାଜପୁରରେ_ପାଳିତ_ହେଲା_ଶେଷ_ରଜ ଶେଷ ରଜ ପର୍ବ। ତିନି ଦିନର ଉତ୍ସବର ହୋଇଛି ଅନ୍ତିମ ପର୍ଯ୍ୟାୟ। ରଜ ଦୋଳି, ପିଠାପଣା ଓ ପାରମ୍ପରିକ ରୀତିନୀତିରେ ମୁଖରିତ ହୋଇଥିବା ଗାଁଠୁ ସହର ପର୍ଯ୍ୟନ୍ତ ପରିବେଶ। ଶେଷ ରଜରେ ମଧ୍ୟ ମହିଳା ଓ ଯୁବତୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ପହିଲି ରଜରୁ ଆରମ୍ଭ ହୋଇଥିବା ଉତ୍ସବ ଆଜି ଶେଷ ହୋଇଚି। ନୂଆ ପୋଷାକ ପିନ୍ଧି, ସଜବାଜ ହୋଇ ରଜ ଦୋଳିର ମଜା ନେଇଛନ୍ତି କୁଆଁରୀ ଝିଅମାନେ। ଘରେ ଘରେ ଚାଲିଥିଲା ପାରମ୍ପରିକ ପିଠାପଣାର ଆସର। ରଜ ଗୀତର ତାଳେ ଗାଁର ପରିବେଶ ହୋଇଛି ଉତ୍ସବମୁଖର । ଯାଜପୁର ବ୍ଲକ ଖଇରାବାଦ ଗ୍ରାମରେ ଶେଷ ରଜ ଅତି ଧୁମ୍ ଧାମରେ ପାଳନ କରାଯାଇଛି। ଗ୍ରାମର କୁଆଁରୀ ଝିଅମାନେ ରଜ ଦୋଳି ର ମଜା ନେଉଥିବା ଦେଖିବାକୁ ମିଳିଥିଲା ଅନ୍ତିମ ରଜ ପର୍ବ ପାଇଁ ସବୁଠି ଉତ୍ସବର ମାହୋଲ ଖେଳି ଯାଇଛି। #lntvnetwork #JajpurNews #jajpurkhabar #Aeiodisha

Bhubaneswar M Corp, Khordha | Jun 16, 2026

ଚାମେଲିଙ୍କ ଲୁହ ପୋଛିଲେ ନବୀନ | ଓଡ଼ିଶା ଅସ୍ମିତା ଧଜ୍ଜିଆ ଉଡାଇଲେ #PoliticalLensLink👇 https://youtu.be/8-zw35i6Jhk?si=tGU3dRCnAjvFKzMP Part 49

ଚାମେଲିଙ୍କ ଲୁହ ପୋଛିଲେ ନବୀନ | ଓଡ଼ିଶା ଅସ୍ମିତା ଧଜ୍ଜିଆ ଉଡାଇଲେ #PoliticalLensLink👇 https://youtu.be/8-zw35i6Jhk?si=tGU3dRCnAjvFKzMP Part 49

Bhubaneswar M Corp, Khordha | Jun 16, 2026

ଚାମେଲିଙ୍କ ଲୁହ ପୋଛିଲେ ନବୀନ | ଓଡ଼ିଶା ଅସ୍ମିତା ଧଜ୍ଜିଆ ଉଡାଇଲେ #PoliticalLensLink👇 https://youtu.be/8-zw35i6Jhk?si=tGU3dRCnAjvFKzMP Part 46

ଚାମେଲିଙ୍କ ଲୁହ ପୋଛିଲେ ନବୀନ | ଓଡ଼ିଶା ଅସ୍ମିତା ଧଜ୍ଜିଆ ଉଡାଇଲେ #PoliticalLensLink👇 https://youtu.be/8-zw35i6Jhk?si=tGU3dRCnAjvFKzMP Part 46

Bhubaneswar M Corp, Khordha | Jun 16, 2026