ନୟାଗଡ: ନୟାଗଡ଼ରେ ଆରମ୍ଭ ହେଲା ଆମ କଳାକାର ପୋର୍ଟାଲ ଚୟନ ପ୍ରକ୍ରିୟା
ନୟାଗଡ଼ରେ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ 'ଆମ କଳାକାର' ପୋର୍ଟାଲ ପାଇଁ ଚୟନ ପ୍ରକ୍ରିୟା। ଏହି ପ୍ରକ୍ରିୟା ନଭେମ୍ବର ୧୭ ରୁ ୨୧ ଏବଂ ପୁନଶ୍ଚ ୨୫ ଓ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚୟନିତ କଳାକାରମାନେ ରାଜ୍ୟ ଓ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।