ବଲାଙ୍ଗୀର: ମଲମୁଣ୍ଡା ରଣ୍ଡା ଅଙ୍କରେ ଭୟାବହ ଦୁର୍ଘଟଣା ଯୁବକଙ୍କ ମୃତ୍ୟୁ ଏସଡ଼ିପିଓଙ୍କର ପ୍ରତିକ୍ରିୟା ଡ୍ରଙ୍କ ଆଣ୍ଡ ଡ୍ରାଇଭ୍’ ତଦନ୍ତ ଜାରି
ମଲମୁଣ୍ଡା ରଣ୍ଡା ନିକଟରେ ଘଟିଥିବା ଭୟାବହ ଟ୍ରକ ଦୁର୍ଘଟଣାରେ ଚିକିତ୍ସାଧୀନ ଅଭିଜିତ ରାଉତ ରାଏଙ୍କ ମୃତ୍ୟୁ ଘଟିଥିବାକୁ SDPO ଆଜି ରାତିରେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି— ଦୁର୍ଘଟଣାର କାରଣ ନିଆରା କରିବାପାଇଁ ପୋଲିସ ତଦନ୍ତ ଜାରି ରହିଛି। SDPO ସ୍ପଷ୍ଟ କରିଛନ୍ତି ଯେ, ଘଟଣା ସ୍ଥଳରୁ ମିଳିଥିବା ପ୍ରାଥମିକ ସୂଚନାକୁ ଆଧାର କରି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଅଂଶକୁ ମଧ୍ୟ ଖତିଆନରେ ରଖି ତଦନ୍ତ ଚାଲିଛି। ସମ୍ପୂର୍ଣ୍ଣ ଘଟଣାର ବିବରଣୀ ପ୍ରମାଣ ଆସିଲେ ପୋଲିସ ପକ୍ଷରୁ ଆଗାମୀ କାର୍ଯ୍ୟମାନେ ଗ୍ରହଣ କରାଯିବବୋଲି କହିଛନ୍ତି