Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
जनसमस्या
कांग्रेस
चोरी
Accident
Congress
Modi
Delhi
Viral
Crime
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Madhyapradesh
Pmmodi
पटना
Rahulgandhi
adarshnewslive
#କଇଁଛ_ଚାଲାଣ_ରାକେଟ୍_ଉପରେ_ବଡ଼_ଆକ୍ସନ୍! #ମୋଟୁ_ପୋଲିସ_ଓ_ବନ_ବିଭାଗକୁ_ବଡ଼_ସଫଳତା। ପେଟ୍ରୋଲିଂ ବେଳେ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର। ୪ ଚାଲାଣକାରୀ ଗିରଫ, ୪ଟି ମୋବାଇଲ ଫୋନ୍ ଓ ୨ଟି ମୋଟରସାଇକେଲ ଜବତ। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚାଲିଥିଲା କଇଁଛ ଚାଲାଣ! ମୋଟୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣକାରୀଙ୍କୁ ଧରିଥିଲା ପୋଲିସ। ଉଦ୍ଧାର କଇଁଛ ସହ ଜବତ ସାମଗ୍ରୀକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। #adarshnewslive
Malkangiri, Malkangiri
| Sep 17, 2026
#କଇଁଛ_ଚାଲାଣ_ରାକେଟ୍_ଉପରେ_ବଡ଼_ଆକ୍ସନ୍!
#ମୋଟୁ_ପୋଲିସ_ଓ_ବନ_ବିଭାଗକୁ_ବଡ଼_ସଫଳତା।
#adarshnewslive
MORE NEWS
Malkangiri, Malkangiri | Sep 19, 2026
କୋରାପୁଟ : ଚାଲିଥିଲା ଦିଶା ବୈଠକ । ବୈଠକ ପରେ ହଠାତ ମୁହାଁମୁହିଁ ହେଲେ ଜୟପୁର ବିଧାୟକ ଓ କିଛି ସାମ୍ବାଦିକ । ସାମ୍ବାଦିକଙ୍କ ପାଇଁ ସୀମା ରେଖା ଟାଣିଲେ ବିଧାୟକ, ସାମ୍ବାଦିକ କହିଲେ ପ୍ରଶ୍ନ ପଚାରିବା ଆମ କର୍ମ ।
Malkangiri, Malkangiri | Sep 19, 2026
ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର! ଚାଳକ ଗୁରୁତର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବଳଦିଆଗୁଡ଼ା ମୁଖ୍ୟରାସ୍ତାରେ ଦୁର୍ଘଟଣା। ମାଲକାନଗିରିରୁ ଜୟପୁର ଯାଉଥିବା ବେଳେ ରାସ୍ତାକଡ଼ ଗଛରେ ଧକ୍କା ଦେଲା କାର । ଦୁର୍ଘଟଣାରେ କାର୍ ଚୁରମାର୍, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି। #adarshnewslive
Malkangiri, Malkangiri | Sep 19, 2026
#ଜୟପୁର_କେନାଲ_ପାଣିରେ_ଜଣେ_ଯୁବକ_ଭାସିଯିବା_ଘଟଣା #ସାମ୍ନାକୁ_ଆସିଛି। ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରହିଛି।
Malkangiri, Malkangiri | Sep 19, 2026
କୋରାପୁଟ ଦିଶା ବୈଠକରେ ସାମ୍ବାଦିକଙ୍କୁ ନେତାଙ୍କ ଅସଦାଚରଣ ବ୍ୟବହାର ଦେଖନ୍ତୁ ପୁରା ଭିଡିଓ।
Malkangiri, Malkangiri | Sep 19, 2026
ତିନି ଭାଇଭଉଣୀ କରୁଥିଲେ #ସାଇବରଫ୍ରଡ୍ ! ସମ୍ବଲପୁର ସାଇବର ପୋଲିସକୁ ବଡ଼ ସଫଳତା। ଝାରସୁଗୁଡ଼ାର ତିନି ଭାଇଭଉଣୀଙ୍କୁ ଗିରଫ କରିଛି ପୋଲିସ। ଫେସବୁକ୍ରେ ‘#ଦିଶାଅଗ୍ରୱାଲ’ ନାଁରେ ଫେକ୍ ଆଇଡି ଖୋଲି ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗ। ଟଙ୍କା ଦୁଇଗୁଣ କରିଦେବାର ପ୍ରଲୋଭନ ଦେଇ ଠକୁଥିଲେ ବୋଲି ସୂଚନା। ୧୫ ଲକ୍ଷ ଟଙ୍କା ଜବତ ସହ ବହୁ ପରିମାଣର ସୁନା ଅଳଙ୍କାର ଜବତ କରିଛି ସାଇବର ପୋଲିସ। ରାଉରକେଲାରେ ମଧ୍ୟ ଅନେକ ଲୋକଙ୍କୁ ଠକେଇ କରିଥିବା ନେଇ ସୂଚନା ମିଳିଛି।
Malkangiri, Malkangiri | Sep 19, 2026
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ପାଳିତ କୁ ନେଇ ପ୍ରତିକ୍ରିୟା ରଖିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି
Malkangiri, Malkangiri | Sep 19, 2026
ମାଲକାନଗିରି ଜିଲ୍ଲା ପ୍ରଶାସନକୁ PNB ପକ୍ଷରୁ ମର୍ଚ୍ଚୁଆରୀ ଭ୍ୟାନ୍ ପ୍ରଦାନ ମାଲକାନଗିରି, ୧୮/୦୯: ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ବେରହମ୍ପୁର ସର୍କଲ ପକ୍ଷରୁ ମାଲକାନଗିରି ଜିଲ୍ଲା ପ୍ରଶାସନକୁ ଏକ ମର୍ଚ୍ଚୁଆରୀ ଭ୍ୟାନ୍ ପ୍ରଦାନ କରାଯାଇଛି। ୧୮ ସେପ୍ଟେମ୍ବର ୨୦୨୬ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଲକାନଗିରିର ମାନ୍ୟବର ବିଧାୟକ ନରସିଂହ ମାଡକାମୀଙ୍କ ହସ୍ତରେ ମର୍ଚ୍ଚୁଆରୀ ଭ୍ୟାନ୍ଟି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଉପସ୍ଥିତ ଥିଲେ।
Malkangiri, Malkangiri | Sep 18, 2026
ଜିଲ୍ଲା ପ୍ରଶାସନ ପକ୍ଷରୁ ସେବା ଓ ଜନସମ୍ପର୍କକୁ ଅଧିକ ବ୍ୟାପକ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ସେବା ସଂକଳ୍ପ ଅଭିଯାନ। ମାଲକାନଗିରି ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଏହି ଅଭିଯାନର ପ୍ରଥମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। #Malkangiri
Malkangiri, Malkangiri | Sep 18, 2026