Public App Logo
Jansamasya
News
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
Education

ବାଲିପାଟଣା: କାଠ ବୋଝେଇ ଟ୍ରାକ୍ଟରକୁ ଗୋଡ଼ାଇ ଧରିଲା ବାଲିପାଟଣା ପୁଲିସ

Balipatna, Khordha | Sep 29, 2025
ସୋମବାର ପୂର୍ବାହ୍ନ ଏଗାରଟାରେ ରାଜଧାନୀ ଉପକଣ୍ଠ ବାଲିପାଟଣା ନିକଟସ୍ଥ ଗୋରୁ ହାଟ ପଡ଼ିଆ ନିକଟରେ କାଠ ବୋଝେଇ ଟ୍ରାକ୍ଟରକୁ ଗୋଡ଼ାଇ ଗୋଡ଼ାଇ ଧରିଲା ବାଲିପାଟଣା ପୁଲିସ । ସୂଚନା ଅନୁଯାୟୀ ଏକ କାଠ ବୋଝେଇ ଟ୍ରାକ୍ଟର ଚୋରା କାଠ ବୋଝେଇ କରି ବେଆଇନ କରତ କଳକୁ ନେଇ ଯିବା ବେଳେ ବାଲି ପାଟଣା ପୁଲିସ ଖବର ପାଇ ଗୋଡ଼ାଇ ଗୋଡ଼ାଇ ଗାଡ଼ି ସହ ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।