Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka

ବାଲିପାଟଣା: ଆଳେସି ନିକଟରେ ବିଲକୁ ଖସିଲା ସ୍କୁଟି , ୨ଆହତ

Balipatna, Khordha | Sep 26, 2025
ରାଜଧାନୀ ଉପକଣ୍ଠ ବାଲିପାଟଣା ନିକଟସ୍ଥ ଆଳେସି ନିକଟରେ ବିଲକୁ ଖସିଲା ସ୍କୁଟି ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ ଏକ ସ୍କୁଟିରେ ଦୁଇ ଜଣ ଯୁବକ ନିଜ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରେଇ ବିଲ ମଧ୍ୟକୁ ସ୍କୁଟି ସହ ଦୁଇ ଜଣ ଯାତ୍ରୀ ଓଲଟି ପଡ଼ିଥିଲେ । ରାସ୍ତାରେ ଯାଉଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ ।