Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka

ବାଲିପାଟଣା: ଅଠାନ୍ତର ଠାରୁ ବ୍ରାଉନ ସୁଗାର ଜବତ

Balipatna, Khordha | Sep 16, 2025
ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ଅଠାନ୍ତର ବେଙ୍ଗବତିରେ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ମଙ୍ଗଳବାର ଅପରାହ୍ନ ପ୍ରାୟ ତିନିଟା ସମୟରେ ଅବକାରୀ ବିଭାଗର ଏକ ଟିମ୍ ଖବର ପାଇ ବେଙ୍ଗବତି ବସ୍ତିରେ ଚଢ଼ାଉ ଜାରି ରଖି ଥିଲା । ଚଢ଼ାଉ ବେଳେ ଅବଦୁଲ ଅନସାରୀ ନାମକ ଯୁବକ ଠାରୁ ୨୨ ଗ୍ରାମର ବ୍ରାଉନ ସୁଗର ଜବତ କରିଥିଲା ଅବକାରୀ ବିଭାଗ। ଅବଦୁଲ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ବାଲିପାଟଣା: ଅଠାନ୍ତର ଠାରୁ ବ୍ରାଉନ ସୁଗାର ଜବତ - Balipatna News