Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

#ମିଥ୍ୟା_ବିଲ୍_ଲକ୍ଷ_ଲକ୍ଷ_ଟଙ୍କା_ଲୁଟ୍ ଶଶାହାଣ୍ଡି ପଞ୍ଚାୟତରେ ସରକାରୀ ଯୋଜନାରେ ମିଥ୍ୟା ବିଲ୍ ଏବଂ ଜାଲ୍ କାଗଜପତ୍ର ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ବଡ଼ ଧରଣର ଘୋଟାଲା, ଅର୍ଥ ହେରଫେର #KoraputNews #koraputmedia #borigumma

Boriguma, Koraput | Jul 29, 2026

MORE NEWS

#ଆମ୍ବାଗୁଡା_ସିନ୍ଧିଗାଁରେ_ହତ୍ୟା
ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡା ନିକଟ ସିନ୍ଧିଗାଁରେ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ ଜଣେ ଗୁରୁତର ଗୁରୁତରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଜୟପୁର ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
#KoraputNews #jaypore #koraputmedia

#ଆମ୍ବାଗୁଡା_ସିନ୍ଧିଗାଁରେ_ହତ୍ୟା ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡା ନିକଟ ସିନ୍ଧିଗାଁରେ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ ଜଣେ ଗୁରୁତର ଗୁରୁତରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଜୟପୁର ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। #KoraputNews #jaypore #koraputmedia

Boriguma, Koraput | Jul 29, 2026

#୫_ଡକାୟତ_ଗିରଫ_କଲା_ଜୟପୁର_ପୋଲିସ
ଡକାୟତି ଉଦ୍ୟମ ପଣ୍ଡ କଲା ଜୟପୁର ଟାଉନ ପୋଲିସ ମାରଣାସ୍ତ୍ର ସହ ଗୋଟିଏ କାର ଜବତ । ୫ ଅଭିଯୁକ୍ତ ଗିରଫ 

#KoraputNews #koraputmedia #jaypore

#୫_ଡକାୟତ_ଗିରଫ_କଲା_ଜୟପୁର_ପୋଲିସ ଡକାୟତି ଉଦ୍ୟମ ପଣ୍ଡ କଲା ଜୟପୁର ଟାଉନ ପୋଲିସ ମାରଣାସ୍ତ୍ର ସହ ଗୋଟିଏ କାର ଜବତ । ୫ ଅଭିଯୁକ୍ତ ଗିରଫ #KoraputNews #koraputmedia #jaypore

Boriguma, Koraput | Jul 29, 2026

#ଯୁବ_ମୋର୍ଚ୍ଚା_ସମ୍ପାଦକ_ହେଲେ_ମହେନ୍ଦ୍ର_ପଣ୍ଡା
କୋରାପୁଟ ଜିଲ୍ଲା ଯୁବମୋର୍ଚା ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି ମହେନ୍ଦ୍ର ପଣ୍ଡା । ବୋରିଗୁମ୍ମା ବ୍ଲକ ଅଦ୍ଧଖ୍ୟା ସହ ସରପଞ୍ଚ ଏବଂ ୱାର୍ଡ ମେମ୍ବର ସୁବେଚ୍ଛା ଜଣାଇଥିଲେ 

#KoraputNews #borigumma #BJPGovernment #bjpkoraput #koraputmedia #borigummanews

#ଯୁବ_ମୋର୍ଚ୍ଚା_ସମ୍ପାଦକ_ହେଲେ_ମହେନ୍ଦ୍ର_ପଣ୍ଡା କୋରାପୁଟ ଜିଲ୍ଲା ଯୁବମୋର୍ଚା ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି ମହେନ୍ଦ୍ର ପଣ୍ଡା । ବୋରିଗୁମ୍ମା ବ୍ଲକ ଅଦ୍ଧଖ୍ୟା ସହ ସରପଞ୍ଚ ଏବଂ ୱାର୍ଡ ମେମ୍ବର ସୁବେଚ୍ଛା ଜଣାଇଥିଲେ #KoraputNews #borigumma #BJPGovernment #bjpkoraput #koraputmedia #borigummanews

Boriguma, Koraput | Jul 29, 2026