#ସଦାଶିବ_କହିଲେ_ମୁଁ_ସବୁ_ଦେଖିଛି
ବୋରିଗୁମ୍ମା ପୋଲିସ ଡକାୟତ ମୁହାଁମୁହିଁ ଘଟଣା କେମିତି ଡକାୟତ ପୋଲିସ ଗାଡି ଉପରେ କରିଥିଲେ ଆକ୍ରମଣ ପୋଲିସ ସ୍କୋର୍ପିଓ କୁ ଭଙ୍ଗାରୁଜା କରି ନିଜ ଗାଡ଼ି ଛାଡ଼ି ଚମ୍ପଟ ମାରିଛନ୍ତି ଡକାୟତ ସଦାଶିବ କହିଲେ ସବୁ ଘଟଣା
#koraputmedia #borigumma #Odisha #koraput
Boriguma, Koraput | Aug 25, 2026