#ବାଇକ_ଚୋରିକୁ_ବାନ୍ଧିଲା_ବୋରିଗୁମ୍ମା_ପୋଲିସ
ଚୋରି ମାମଲାରେ ଦୁଇ ଗିରଫ ୫ ଟି ବାଇକ ଜବତ ବୋରିଗୁମ୍ମା ଥାନା ଅଞ୍ଚଳରୁ ଦୀର୍ଘଦିନ ଧରି ଚୋରି ଓ ଡକାୟତି ବୃଦ୍ଧି ପାଉଥିବା ବେଳେ ଆଜି ବୋରିଗୁମ୍ମା ପୋଲିସ ପକ୍ଷରୁ ଏକ ବାଇକ ଲୁଟେରା ଗ୍ୟାଙ୍ଗ କୁ କାବୁ କରାଯାଇଛି
#koraput #borigumma #Odisha #koraputmedia
Boriguma, Koraput | Sep 20, 2026